୧୦ ଦିନରେ ସରିବ ରାସନ କାର୍ଡ ଇ-କେୱାଇସି ଯାଞ୍ଚ : ଅଯୋଗ୍ୟ ହୋଇଥିଲେ କଟିବ କାର୍ଡ ରାସନକାର୍ଡ
ଭାରତ କେନ୍ଦ୍ର ସରକାର ନିଜ ଦେଶର ଅଭାବୀ ଏବଂ ଗରିବ ନାଗରିକଙ୍କ ପାଇଁ ଅନେକ ଯୋଜନା ଆଣିଛନ୍ତି। ଏଥିରେ ବିଭିନ୍ନ ପ୍ରକାରର ଯୋଜନା ଅନ୍ତର୍ଭୁକ୍ତ । ଏହି ଯୋଜନାରେ ଦେଶର କୋଟି ଲୋକ ଉପକୃତ ହେଉଛନ୍ତି। ଭାରତରେ ଅନେକ ଲୋକ ଦାରିଦ୍ର ସୀମାରେଖା ତଳେ ବାସ କରୁଛନ୍ତି। ଏହିପରି ଅନେକ ଲୋକଙ୍କର ଦୁଇଅଳି ଖାଇବା ମଧ୍ୟ ଟଙ୍କା ନାହିଁ। ଏଭଳି ପରିସ୍ଥିତିରେ ଭାରତ ସରକାର ଏଭଳି ଲୋକଙ୍କୁ କମ ମୂଲ୍ୟରେ ରାଶନ ଯୋଗାନ୍ତି ।

ରାସନକାର୍ଡ ସମ୍ପର୍କରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା । ରୋହିଙ୍ଗ୍ୟା କିମ୍ବା ବିଦେଶୀଙ୍କୁ ମିଳିଥିବା ରାସନ କାର୍ଡର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରୋହିଙ୍ଗ୍ୟାମାନେ କାର୍ଡ ପାଇଥିଲେ ଏହାକୁ କଟାଯିବ ବୋଲି କହିଛନ୍ତି ମନ୍ତ୍ରୀ । ଇ-କେଓ୍ୱାଇସି ଯାଞ୍ଚ ଚାଲିଛି । ଆଉ ୧୦ ଦିନ ଭିତରେ ଯାଞ୍ଚ ଶେଷ ହେବ । ଏହାପରେ ଯେଉଁମାନେ ଅଯୋଗ୍ୟ ଥିବେ ସେମାନଙ୍କ କାର୍ଡ କାଟିବେ ରାଜ୍ୟ ସରକାର ।












Click it and Unblock the Notifications