ଆଜିଠାରୁ ଆରମ୍ଭ ହେଲା ରଥଭଙ୍ଗା କାମ; ନିଲାମ ହେବ ଚକ, ପ୍ରଭା, ଦ୍ୱାର ବେଢା, କୋଣଗୁଜ
ଆଜିଠାରୁ ଆରମ୍ଭ ହେଲା ରଥଭଙ୍ଗା କାମ । ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ରଥଭଙ୍ଗା ଆରମ୍ଭ। ପ୍ରଥମେ ଦେବଦଳନ ପରେ ଭଙ୍ଗାଯିବ ତାଳଧ୍ୱଜ ରଥ। ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବା ପରମ୍ପରା ।
ଚକ, ପ୍ରଭା, ଦ୍ୱାର ବେଢା, କୋଣଗୁଜ ନିଲାମ ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଲାମ କରାଯିବ । କୋଠଭୋଗ ପ୍ରସ୍ତୁତିରେ ଟୁକୁରା କାଠ ବ୍ୟବହାର ହେବ। ନିଳାଦ୍ରି ବିଜେ ପରେ ଶ୍ରୀହୀନ ହୋଇପଡିଥିଲା ୩ ରଥ।













Click it and Unblock the Notifications