କେଉଁ ରାସ୍ତା ଦେଇ ଯିବେ ପୁରୀ, ପୋଲିସ ଜାରି କଲା ରୁଟ୍ ମ୍ୟାପ୍
Ratha Yatra: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ନାହିଁନଥିବା ଭଡ଼ । ଶ୍ରଦ୍ଧାଳୁଙ୍କ ଭଡ଼କୁ ନଜରରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ଟ୍ରାଫିକ୍ କଟକଣା ଜାରି କରାଯାଇଛି । ରାଜ୍ୟ ବାହାରୁ ଆସୁଥିବା ବସ୍ ମାଳତୀପାଟପୁର ବସଷ୍ଟାଣ୍ତରେ ପାର୍କିଂ କରାଯିବ । ସେହିପରି ଭୁବନେଶ୍ୱର, କୋଣାର୍କରୁ ଆସୁଥିବା ବସ୍ ତାଳବଣିଆଠାରେ ଆସ୍ଥାୟୀ ବସଷ୍ଟାଣ୍ତରେ ପାର୍କିଂ ହେବ ଏବଂ ସମାନ ରାସ୍ତା ଦେଇ ଫେରିବ । ସେହିପରି ଭୁବନେଶ୍ୱରରୁ ଆସୁଥିବା ୪ ଚକିଆ ଯାନ ତାଳବଣିଆ ଇନଡୋର ଷ୍ଟାଡିୟମ, ଆଇଟିଆଇ ପଡ଼ିଆ ଏବଂ ହେଲିପ୍ୟାଡ ପାର୍କିଂରେ ପାର୍କ କରାଯିବା ନେଇ ସୂଚନା ଜାରି କରାଯାଇଛି ।

ଅନ୍ୟପକ୍ଷରେ ବ୍ରହ୍ମଗିରି ଆଡୁ ଆସୁଛିବା ବସ୍ ମଙ୍ଗଳାଘାଟ ବାଇପାସ ଦେଇ ଚଳାବଣିଆରେ ଯିବ ଏବଂ ୪ ଚକିଆ ଗାଡ଼ି ସୁମୁଦ୍ରକୂଳ ଯାତ୍ରୀକା ପ୍ୟାଲେସ ଓ ନୋଳଇଆ ଫିଲ୍ଡ ପାର୍କିଂରେ ପାର୍କ କରାଯିବ । ସେହିପରି ଭୁବନେଶ୍ୱରରୁ ଆସୁଥିବା ବାଇକ୍, ସ୍କୁଟି ଜଗନ୍ନାଥ ବଲ୍ଲଭ, ଜେଲ୍ ରୋଡ୍, ମାଟିତୋଟା ଫିଲ୍ଡଠାରେ ପାର୍କିଂ କରାଯିବାର ବ୍ୟବସ୍ଥା କରାଯାଇଛି । କୋଣାର୍କରୁ ଆସୁଥିବା ୨ ଚକିଆ ଯାନଗୁ଼ଡିକ ବ୍ଲୁ ଫ୍ଲାଗ୍ ବିଚ୍, ହୋଟେଲ ନିଳାଚଳ ଅଶୋକ, ହୋଟେଲ ହଲିଡେ ରିସୋର୍ଟ ପଛରେ ପାର୍କିଂ କରାଯିବାର ବ୍ୟବସ୍ଥା କରାଯାଇଛି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications