ନବଯୌବନ ରୂପର ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୂର୍ଦ୍ଧାମୂର୍ତ୍ତି

ନବଯୌବନ ରୂପର ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୂର୍ଦ୍ଧାମୂର୍ତ୍ତି। ସକାଳ ୮ଟାରୁ ପ୍ରାୟ ଏକ ଘଣ୍ଟା ଧରି ପରିମାଣିକ ଦର୍ଶନ ପରେ ସାଧାରଣ ଦର୍ଶନ ଚାଲିଛି । ୯ଟାରୁ ୧୦.୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନର କାର୍ଯ୍ୟକ୍ରମ ରହିଛି।

ପୁରୀ: ନବଯୌବନ ରୂପର ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୂର୍ଦ୍ଧାମୂର୍ତ୍ତି। ସକାଳ ୮ଟାରୁ ପ୍ରାୟ ଏକ ଘଣ୍ଟା ଧରି ପରିମାଣିକ ଦର୍ଶନ ପରେ ସାଧାରଣ ଦର୍ଶନ ଚାଲିଛି । ୯ଟାରୁ ୧୦.୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନର କାର୍ଯ୍ୟକ୍ରମ ରହିଛି। ପରେ ଅପରାହ୍ନ ୨ଟା ରୁ ୩ଟା, ସନ୍ଧ୍ୟା ୬ଟା ରୁ ୬.୩୦, ରାତି ୯ଟା ରୁ ୧୦.୩୦ ଓ ରାତି ୧୧.୩୦ରୁ ୧୨.୩୦ ଯାଏଁ ଭକ୍ତ ମାନେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିପାରିବେ। ଏଥିପାଇଁ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

Ratha Yatra 2022

ଶ୍ରଦ୍ଧାଳୁ ମାନେ ବ୍ୟାରିକେଡ ଦେଇ ସିଂହଦ୍ବାର ବାଟେ ମନ୍ଦିରକୁ ପ୍ରବେଶ କରି ଦର୍ଶନ କରୁଛନ୍ତି। ଏହା ସହ ଅନ୍ୟ ଦ୍ବାର ପଟେ ପ୍ରସ୍ଥାନ କରୁଛନ୍ତି। ଅନ୍ୟପଟେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି।

15 ଦିନ ଧରି ଅଣସର ଘରେ ଜ୍ୱରରେ ପଡିଥିବା ଶ୍ରୀଜିଉ ମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି। ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଆଜି ଚତୂର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ରୂପ ଦର୍ଶନ କରି ସାନିଧ୍ୟ ଲାଭ କରିବେ। ସେପଟେ ରଥଯାତ୍ରା ପାଇଁ ବି ପ୍ରଶାସନ ସବୁ ପ୍ରକାରର ପ୍ରସ୍ତୁତି ଚଲାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+