Odisha News: nbsp;ରଥଯାତ୍ରା ପାଇଁ ବରଗଡ଼ରୁ ପୁରୀ ଯିବ ରଥକାଠ । ଏନେଇ ବରଗଡ଼ରେ ପହଞ୍ଚିଛି ପୁରୀ ଶ୍ରୀମନ୍ଦିରର ୫ ଜଣିଆ ଟିମ୍ । ପଦ୍ମପୁର ଜଙ୍ଗଲରେ ସର୍ଭେ କରିବ ଏହି ଟିମ୍ । ଏହି ସମୟରେ ଟିମ୍ ସହ ଉପସ୍ଥିତ ରହିବେ ବରଗଡ଼ DFO ।