ରଥଯାତ୍ରାକୁ ମିଳିବ ବିଶ୍ବ ଐତିହ୍ୟ ମାନ୍ୟତା
ରଥଯାତ୍ରାକୁ ମିଳିବ ବିଶ୍ବ ଐତିହ୍ୟ ମାନ୍ୟତା । ରଥଯାତ୍ରାକୁ ବିଶ୍ବ ସାଂସ୍କୃତିକ ଐତିହ୍ୟ ମାନ୍ୟତା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ୟୁନେସ୍କୋ ଦ୍ବାରା ମାନ୍ୟତା ନେଇ ପ୍ରକ୍ରିୟା ଆରମ୍ଭ କଲା ଶ୍ରୀମନ୍ଦିର ପ୍ରଶାସନ । ଏନେଇ ଖୁବ୍ଶୀଘ୍ର ନାମାଙ୍କନପତ୍ର ଦାଖଲ କରିବ । କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହ ହୋଇଛି ଆଲୋଚନା । ଦିଲ୍ଲୀରେ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।













Click it and Unblock the Notifications