ଚଳ ଚଞ୍ଚଳ ରଥଖଳା, ତିନି ରଥର ଗୋଟିଏ ନାହାକା ତୁମ୍ବରେ ଅର ସଂଯୋଗ

ଘୋଷଯାତ୍ରା ଲାଗି ଚଳଚଞ୍ଚଳ ରଥ ଖଳା । ଶ୍ରୀ ନୃସିଂହ ଦେବଙ୍କ ଜନ୍ମ ତିଥିରେ ବିଧି ମତେ ଗୁଜ କାଠ, ଅର, ତଥା ତୁମ୍ବରେ ଅର ସଂଯୋଗ ଏବଂ ଚଉପଟ ସାଲ ଗୁଜରେ ରୂପକାର ସେବକଙ୍କ ଦ୍ଵାରା ଶ୍ରୀ ନୃସିଂହ ଦେବଙ୍କ ରୂପ ଖୋଦେଇ ଅନୁକୂଳ କରାଯାଇଥିଲା ।

ରଥ ଖଳା ଯନ୍ତା ଗାଡ଼ରେ ୩ ରଥର ନାହାକା ତୁମ୍ବରେ ଗୋଟିଏ ଗୋଟିଏ ଅର ସଂଯୋଗ ହୋଇ ସିଙ୍ଗଡ଼ା ବାଡିଆ ଅନୁକୂଳ ଖରାଯାଇଛି । ଏହାସହ ୩ ରଥର ୧୧ ଟି ଲେଖାଏଁ ଗୁଜ ୯ ଟି ଲେଖାଏଁ ଜଳଯନ୍ତ୍ର ନିର୍ମାଣ ଶେଷ ହୋଇଛି ।

୩ ରଥର କୁଡୁକା ଚଉପଟ କାମ ଜାରୀ ରହିଛି । ଏହାସହ ୩ ରଥର ରୂପକାର ସେବକ ମାନେ ଗୁଜରେ ନୃସିଂହ ରୂପ ଖୋଦେଇ ଜାରୀ ରଖିଛନ୍ତି ।

rath yatra 2025
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+