ମହାପ୍ରଭୁଙ୍କ କୋଠଭୋଗରେ ଲାଗିବ ଜୈବିକ ଚାଉଳ; କୋରାପୁଟରୁ ପୁରୀ ଆସିଛି ୫ ପ୍ରକାର ଜୈବିକ ଚାଉଳ
ଏଣିକି ମହାପ୍ରଭୁଙ୍କ କୋଠଭୋଗରେ ଲାଗିବ ଜୈବିକ ଚାଉଳ। କୋରାପୁଟରୁ ପୁରୀ ଆସିଛି ୫ ପ୍ରକାର ଜୈବିକ ଚାଉଳ। ସୁଆର ମହାସୁଆର ନିଯୋଗ ସମ୍ପାଦକଙ୍କ ସୂଚନା ।
ମହାପ୍ରଭୁଙ୍କ କୋଠଭୋଗ କେବଳ ଜୈବିକ ଚାଉଳରେ ହେବ । ଜୈବିକ ଚାଉଳରେ ପ୍ରସ୍ତୁତ ଭୋଗର ଦାମ୍ ଅଧିକ ରହିବନି । ପରବର୍ତ୍ତୀ ସମୟରେ ନୀଳାଚଳ ଭୋଗ ପାଇଁ ବ୍ୟବହାର ହେବ ।













Click it and Unblock the Notifications