ସେବାୟତଙ୍କ ସହ ବୈଠକ ପରେ ଆଇନ ମନ୍ତ୍ରୀଙ୍କ ସୂଚନା; ଏଣିକି ପ୍ରତି ୩ ମାସରେ ଛତିଶା ନିଯୋଗ ବୈଠକ

ସେବାୟତଙ୍କ ସହ ବୈଠକ ପରେ ଆଇନ ମନ୍ତ୍ରୀଙ୍କ ସୂଚନା । ସେବାୟତ ପରିବାରଙ୍କ କଲ୍ୟାଣମୂଳକ କାର୍ଯ୍ୟ ନେଇ ଆଲୋଚନା ହେଲା। ଏଣିକି ପ୍ରତି ୩ ମାସରେ ଛତିଶା ନିଯୋଗ ବୈଠକ ହେବ।

ଛତିଶା ନିଯୋଗର ପରାମର୍ଶରେ ସଂସ୍କାରମୂଳକ କାର୍ଯ୍ୟ କରାଯିବ। ଗୁଣ୍ଡିଚା ଦିନ କିଛି ଅଧିକାରୀ ସେବାୟତଙ୍କୁ ଅନଧିକୃତ କହିଛନ୍ତି । ଦିନରାତି ୩୬୫ ଦିନ ସେବା କରୁଛନ୍ତି, ଅନଧିକୃତ ନୁହଁନ୍ତି, କହିବୁ ନାହିଁ ।

Law Minister s announcement after meeting with sevayat

କିଛି କଥା କଷ୍ଟ ଦେଇଛି, ସରକାରଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା । ମୁଖ୍ୟ ପ୍ରଶାସକ ଅନଧିକୃତ କହି ନାହାନ୍ତି, ଅପଶବ୍ଦ ବ୍ୟବହାର କରି ନାହାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+