ପହଡ଼ ପାଇଁ ଅଘଟଣ ଚର୍ଚ୍ଚାକୁ ଖଣ୍ଡନ କଲେ ଆଇନ ମନ୍ତ୍ରୀ

ପହଡ଼ ପାଇଁ ଅଘଟଣ ଚର୍ଚ୍ଚାକୁ ଖଣ୍ଡନ କଲେ ଆଇନ ମନ୍ତ୍ରୀ । ନୀତିକାନ୍ତି ସରିବା ପରେ ପଡ଼ିଥିଲା ପହଡ଼ । ଶରଧାବାଲି ଅଘଟଣକୁ ନେଇ ତଥ୍ୟ ଆଧାରରେ କାର୍ଯ୍ୟାନୁଷ୍ଠାନ ହୋଇଛି ।

ଉନ୍ନୟନ କମିଶନର ଖୁବ୍ ଶୀଘ୍ର ତଦନ୍ତ ଆରମ୍ଭ କରିବେ । ୩୦ ଦିନ ଭିତରେ ତଦନ୍ତ ସରିବ ବୋଲି କହିଲେ ପୃଥ୍ବୀରାଜ ହରିଚନ୍ଦନ । ଅବହେଳା ପରିଲକ୍ଷିତ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଆଗକୁ କିପରି ଅଘଟଣ ନ ହେବ ସେ ଦିଗରେ ଦୃଷ୍ଟି ଦିଆଯିବ ।

rath yatra 2025 Law Minister harichandan
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+