Get Updates
Get notified of breaking news, exclusive insights, and must-see stories!

ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି; ଶଙ୍ଖ, ଘଣ୍ଟ, ହରିବୋଲରେ ପ୍ରକମ୍ପିତ ବଡ଼ଦାଣ୍ଡ

ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଳଭଦ୍ର ରଥାରୂଢ଼ ହେଲେ। ଦେବୀ ସୁଭଦ୍ରାଙ୍କ ପରେ ଶେଷରେ ରଥାରୂଢ଼ ହେଲେ ଶ୍ରୀଜଗନ୍ନାଥ।

ଶୂନ୍ୟ ପହଣ୍ଡିରେ ସୁଦର୍ଶନ, ଧାଡ଼ି ପହଣ୍ଡିରେ ଆସିଲେ ୩ ଠାକୁର । ନନ୍ଦିଘୋଷ, ତାଳଧ୍ବଜ, ଦର୍ପଦଳନ ରଥରେ ବିରାଜିଲେ । ଶଙ୍ଖ, ଘଣ୍ଟ, ହରିବୋଲରେ ପ୍ରକମ୍ପିତ ବଡ଼ଦାଣ୍ଡ ।

rath yatra 2025
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+