ଆଡ଼ପ ମଣ୍ଡପ ବିଜେ ନୀତି ଶୃଙ୍ଖଳିତ କରିବା ପାଇଁ ଆଲୋଚନା : ପହଣ୍ଡି ବିଜେ ନୀତି ସନ୍ଧ୍ୟା ୫ଟାରୁ ୬ ମଧ୍ୟରେ
ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଆଡ଼ପ ମଣ୍ଡପ ବିଜେ ନୀତି ଶୃଙ୍ଖଳିତ କରିବା ପାଇଁ ଆଲୋଚନା ଚାଲିଛି । ଆଡ଼ପ ପହଣ୍ଡି ବିଜେ ନୀତି ସନ୍ଧ୍ୟା ୫ଟାରୁ ୬ ମଧ୍ୟରେ ହେବ ।' ସେପଟେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଦ୍ବିତୀୟ ଦିନରେ ଚାଲିଛି' । ବିଶେଷଜ୍ଞ ଦଳର ୧୩ ଜଣିଆ କମିଟି ସହ ଆଲୋଚନା କରିଛି । ନୀଳାଦ୍ରି ବିଜେ ପୂର୍ବରୁ ମରାମତି କାର୍ଯ୍ୟ ସମ୍ପନ୍ନ ହେବା ଉପରେ ଗୁରୁତ୍ବ ।













Click it and Unblock the Notifications