ଆଜି ଛତିଶା ନିଯୋଗ ବୈଠକ; ସନ୍ଧ୍ୟା ୬ଟା ରେ ନୀଳାଦ୍ରି ଭକ୍ତ ନିବାସରେ ବୈଠକ

ଆଜି ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ସନ୍ଧ୍ୟା ୬ଟା ରେ ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ହେବ ବୈଠକ ।

Chhatisha Niyoga

ଆଗାମୀ ସ୍ନାନଯାତ୍ରା ଓ ରାଜେନ୍ଦ୍ରଭିଷେକ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ହେବ ଆଲୋଚନା। ସ୍ନାନଯାତ୍ରାକୁ ଶୃଙ୍ଖଳିତ କରିବା ସହ ଠାକୁରଙ୍କ ପହଣ୍ଡି, ସ୍ନାନ ନୀତି, ହାତୀ ବେସ ଓ ଶୃଙ୍ଖଳିତ ଦର୍ଶନ ଆଦି କିପରି ହେବ ସେନେଇ ବିଶେଷ ଭାବେ ଆଲୋଚନା କରାଯିବ l ବୈଠକରେ ବିଭିନ୍ନ ନିଯୋଗର ସେବାୟତ ଯୋଗଦେବା ସହ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+