ଆଡ଼ପ ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର: ଚାରମାଳ ଉପରେ ହାମୁଡେଇ ପଡ଼ିଲେ
ଆଡ଼ପ ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର । ଚାରମାଳ ଉପରେ ହାମୁଡେଇ ପଡ଼ିଲେ ବଡ଼ ଠାକୁର ।
ପହଣ୍ଡି ବିଜେ ନୀତି ସମୟରେ ଚାରମାଳ ଉପରୁ ଆଗକୁ ଝୁଙ୍କି ପଡିଲେ ବଡ ଠାକୁର । ସେବାୟତଙ୍କ ଗୋଡ ଖସିବାରୁ ଖସିଗଲେ ବଡ ଠାକୁର । ଆହତ ହେଲେ ୫ ଜଣ ସେବାୟତ । ଆହତ ସେବାୟତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ଚତୁର୍ଦ୍ଧମୂରତିଙ୍କ ଆଡପ ମଣ୍ଡପ ବିଜେ ହେଉଛି । ଚକ୍ରରାଜ ସୁଦର୍ଶନଙ୍କ ପରେ ପ୍ରଭୁ ବଳଭଦ୍ରଙ୍କ ଆଡପ ବିଜେ ହେଉଛି ।













Click it and Unblock the Notifications