ରଥଯାତ୍ରା ୨୦୨୪: ଏଥର ଦୁଇଦିନ ହେବ ଗୁଣ୍ଡିଚା ଯାତ୍ରା! ୧୩ ଦିନ ହେବ ଅଣସର ନୀତି

ରଥଯାତ୍ରା ୨୦୨୪: ପାଖେଇ ଆସିଲାଣି ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା । ଗତକାଲି ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଛତିଶା ନିଯୋଗ ବୈଠକରେ ବସିଥିଲା । ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଏଥର ଗୁଣ୍ତିଚା ଯାତ୍ରା ୨ ଦିନ ହୋଇପାରେ । ସେହିପରି ୧୩ ଦିନ ଅଣସରରେ ରହିବେ ଶ୍ରୀଜିଉ, ୫୩ ବର୍ଷ ପରେ ଚଳିତ ଥର ୧୩ ଦିନ ପଡୁଛି ଅଣସର ନୀତ, ସେଥିପାଇଁ ୧୫ ଦିନ ବଦଳରେ ଏଥର ୧୩ ଦିନ ଅଣସରରେ ରହିବେ ଶ୍ରୀଜିଉ ।

Rath Yatra 2024

ସୂଚନା ଅନୁସାରେ, ନେତ୍ରୋତ୍ସବ, ପହଣ୍ତି ଲାଗି ସେନାପଟା ଓ କୁସୁମି ଲାଗି ଗୋଟିଏ ଦିନରେ ଅନୁଷ୍ଠିତ ହେବ । ଚଳିତ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ୨ଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ପ୍ରଥମ ନୀତି ସବ କମିଟି ବୈଠକରେ ରାଜେନ୍ଦ୍ରଭିଷେକଠାରୁ ସ୍ନାନ ପୂର୍ଣ୍ଣିମା ଯାଏ ନୀତି ନିର୍ଘଣ୍ଟ ହୋଇଛି, ଯାହା ପରେ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତିରେ ମୋହର ବାଜିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+