Get Updates
Get notified of breaking news, exclusive insights, and must-see stories!

୬ ବର୍ଷ ପରେ ଓଡ଼ିଶାର ଏହି ସ୍ଥାନରେ ବିରଳ କଳା ବାଘ ଠାବ

Sundargarh News: ୬ ବର୍ଷ ପରେ ସୁନ୍ଦରଗଡ଼ରେ ବନ ବିଭାଗ କ୍ୟାମେରାରେ ଠାବ ହେଲା ବିରଳ କଳା ବାଘ । ହେମଗିରି ଫରେଷ୍ଟ ରେଞ୍ଜର ଗର୍ଜନ ପାହାଡରେରେ ପୁଣି କଳା ବାଘ ଦେଖିବା ପାଇଁ ମିଳିଛି । ଏହା ପୂର୍ବରୁ ୨୦୧୮ ମସିହାରେ ମଧ୍ୟ ବନବିଭାଗର କ୍ୟାମେରାରେ କଳା ବାଘ ଠାକ କରାଯାଇଥିଲା ହେଲେ ଏହାପରେ ଏହି ବାଘ ଆଉ ଦେଖିବା ପାଇଁ ମିଳିନଥିଲା ।

sundargarh

ଦୀର୍ଘ ୬ ବର୍ଷ ପରେ ପୁଣି ବନ ବିଭାଗର କ୍ୟାମେରାରେ ଠାବ ହୋଇଛି ଏହି କଳା ବାଘ । ଦୀର୍ଘ ୬ ବର୍ଷ ପରେ ପୁଣି ବନ ବିଭାଗର କ୍ୟାମେରାରେ ଠାବ ହୋଇଛି ଏହି କଳା ବାଘ । ତେବେ କେବଳ ବଳା ବାଘ ନୁହେଁ ଆହୁରି ଅନେକ ପ୍ରକାରର ଦୁର୍ଲଭ ଜୀବଜନ୍ତୁ ଏହି କ୍ୟାମେରାରେ ଟ୍ରାପ ହୋଇଥିବା ନେଇ ସୁନ୍ଦରଗଡ଼ ଡିଏଫଓ ପ୍ରଦୀପ ମିରାସେଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+