ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ରାପିଡ୍ ରେସ୍ପନ୍ସ ଟିମ୍; ରାଜ୍ୟର ୧୮ଟି ଡିଭିଜନରେ ନିୟୋଜିତ ହେବେ ସ୍ୱତନ୍ତ୍ର ଗାଡି
ବନ୍ୟଜନ୍ତୁଙ୍କ ସୁରକ୍ଷା କରିବ ସ୍ୱତନ୍ତର ଯାନ । ବନବିଭାଗ ରାପିଡ୍ ରେସପନ୍ସ ଟିମ୍ ଏଣିକି ରକ୍ଷକ ଯାନରେ ବନ୍ୟଜନ୍ତୁଙ୍କୁ ଦେବେ ସୁରକ୍ଷା । ଜଙ୍ଗଲ ଭିତରେ ଗୁରୁତର ହୋଇ ପଡିଥିବା ବନ୍ୟଜନ୍ତୁଙ୍କୁ ଉଦ୍ଧାର କରିବା ପାଇଁ ପଶୁ ଡାକ୍ତରଙ୍କ ପାଖରେ ପହଁଚିବ ଏହି ଟିମ୍ ।
ବନ୍ୟଜନ୍ତୁଙ୍କ ଉଦ୍ଧାର ପାଇଁ ଏହି ଗାଡିରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ରାପିଡ୍ ରେସପନ୍ସ ଟିମଙ୍କୁ ବନ୍ୟଜନ୍ତୁଙ୍କ ଉଦ୍ଧାର ପାଇଁ ସ୍ୱତନ୍ତ୍ର ତାଲିମ୍ ମଧ୍ୟ ଦିଆଯାଇଛି । ରାଜ୍ୟର ୧୮ଟି ଡିଭିଜନରେ ନିୟୋଜିତ ହେବ ଏହି ସ୍ୱତନ୍ତ୍ର ଗାଡି ।

ରାଜ୍ୟର ଯେକୌଣସି ସ୍ଥାନରୁ ମଣିଷ-ବନ୍ୟପ୍ରାଣୀ ସଂଘର୍ଷର ଖବର ଆସିବା ମାତ୍ରେ ଘଣ୍ଟେରୁ ଦେଢଘଣ୍ଟା ମଧ୍ୟରେ ଘଟଣାସ୍ଥଳରେ ପହଁଚିବ ଏହି ରାପିଡ୍ ରେସପନ୍ସ ଟିମ୍ । ସୂଚନାଯୋଗ୍ୟ, ବନ୍ୟଜନ୍ତୁଙ୍କ ସୁରକ୍ଷା କରିବ ସ୍ୱତନ୍ତର ଯାନ । ବନ୍ୟଜନ୍ତୁଙ୍କ ଉଦ୍ଧାର ପାଇଁ ଏହି ଗାଡିରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ରାପିଡ୍ ରେସପନ୍ସ ଟିମଙ୍କୁ ବନ୍ୟଜନ୍ତୁଙ୍କ ଉଦ୍ଧାର ପାଇଁ ସ୍ୱତନ୍ତ୍ର ତାଲିମ୍ ମଧ୍ୟ ଦିଆଯାଇଛି ।












Click it and Unblock the Notifications