ହେଲମେଟ୍ ନ ପିନ୍ଧିବା ପଡିଲା ମହଙ୍ଗା, ରିଲ୍ସ ପାଇଁ ଗଲା ଅଭିନେତ୍ରୀଙ୍କ ଗାଡ଼ି-ଟଙ୍କା !

Odisha News: ହେଲମେଟ୍ ନ ପିନ୍ଧିବା ପଡିଲା ମହଙ୍ଗା, ରିଲ୍ସ କରି ଫସିଲେ ଅଭିନେତ୍ରୀ । ଆକ୍ଟ୍ରେସ୍ ରାନୀ ପ୍ରିୟଦର୍ଶିନୀଙ୍କ ସ୍କୁଟିକୁ ରାଜ୍ୟ ପରିବହନ ପ୍ରାଧିକରଣ ଜବତ କରିଛି । ତାଙ୍କ ଗାଡ଼ି ନମ୍ବର ହେଲା OD02-CU-4937 ନମ୍ବର ।

ମିଳିଥିବା ସୂଚନା ଅନୁସାରେ, ଅଭିନେତ୍ରୀ ରାନୀ ବିନା ହେଲମେଟରେ ରିଲ୍ସ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଭିଡିଓ ଭାଇରାଲ ହେବା ପରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ନେଇ ଅନେକ ଲୋକ ସ୍ୱର ଉଠାଇଥିଲେ । ଯାହା ପରେ ଆକ୍ସନ ନେଇଥିଲା ରାଜ୍ୟ ପରିବୟହନ ବିଭାଗ ଏବଂ ରାନୀଙ୍କ ଗାଡ଼ି OD02-CU-4937 ନମ୍ବର ଗାଡ଼ିକୁ ଜବତ କରାଯାଇଛି।

Rani Priyadarshini Scooter Seized

ସେହିପରି ଆଇନ ଅନୁସାରେ, ଅଭିନେତ୍ରୀଙ୍କଠୁ ଫାଇନ୍ ମଧ୍ୟ ଆଦାୟ କରାଯିବା ନେଇ ସୂଚନା ରହିଛି । ସେହିପରି ରାଜ ରାସ୍ତାରେ ରିଲ୍ସ ନ କରିବା ପାଇଁ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+