ରମେଶ ଜେନାଙ୍କ ନିଲମ୍ବନ ହଟିବ ନାହିଁ,ବିଧାୟକ ପଦ ରଦ୍ଦ ପାଇଁ ଚାର୍ଜସିଟ୍ ପ୍ରସ୍ତୁତ ହେଉଛି ; କହିଲେ ଭକ୍ତ
ବ୍ୟକ୍ତି ନୁହେଁ ଦଳ ବଡ଼ । ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ଉପରେ ବର୍ଷିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ବିଧାୟକ ରମେଶ ଜେନାଙ୍କ ନିଲମ୍ବନ ହଟିବ ନାହିଁ କହିଲେ ଭକ୍ତ । ରମେଶଙ୍କ ବିଧାୟକ ପଦ ରଦ୍ଦ ପାଇଁ ଚାର୍ଜସିଟ୍ ପ୍ରସ୍ତୁତ ହେଉଛି । ବିନା ରମେଶ ଜେନାରେ ଗଞ୍ଜାମ, ବିନା ଭକ୍ତ ଦାସରେ କଂଗ୍ରେସ ଚାଲିପାରିବ । ବ୍ୟକ୍ତି ବଡ଼ ନୁହେଁ ଦଳ ବଡ଼ କହିଲେ ଭକ୍ତ ଦାସ ।

AICC ରମେଶଙ୍କୁ ସସ୍ପେଣ୍ଡ୍ କରିଛି, ବିରୋଧରେ ଯିବା ଉଚିତ ନୁହେଁ । ବିଜେଡିକୁ ବିରୋଧ କରି ବିଜେପିକୁ ଭୋଟ୍, କି ପ୍ରକାର ରାଜନୀତି ।ରମେଶ କ୍ରସ ଭୋଟିଙ୍ଗ କରିବା ବେଳେ ତାଙ୍କ ସମର୍ଥକ ତାଙ୍କୁ ବୁଝେଇବା ଆବଶ୍ୟକ ଥିଲା । ଏବେ ନିଲମ୍ବନ ହଟାଇବା କଥା ସମ୍ଭବ ନୁହେଁ । ରମେଶ ଜେନା ବିଜେଡି ବିରୋଧ କରୁଛନ୍ତି । କିନ୍ତୁ ବିଜେପିକୁ ଭୋଟ ଦେଉଛନ୍ତି ଏହା କି ପ୍ରକାର ରାଜନୀତି ।
ରାଜ୍ୟରେ ଆମେ କିଛି କରିନାହୁଁ, aicc ରମେଶ ଜେନାଙ୍କୁ ନିଲମ୍ବନ କରିଛନ୍ତି । ତେଣୁ ରମେଶ ସିଧାସଳଖ aicc କୁ ବିରୋଧ କରୁଛନ୍ତି । Aicc ବିରୋଧରେ ଯିବା ଉଚିତ ନୁହେଁ । ଗଞ୍ଜାମ କେତେ ଜିଲ୍ଲାପରିଷଦ ସଭ୍ୟ ରହିଛନ୍ତି, ଗଞ୍ଜାମ ରେ ଆମ ସଂଗଠନ ନାହିଁ । ଜିଲ୍ଲା ସଭାପତି ଭାବରେ ସଂଗଠନ କୁ ମଝାବୁତ କରିବା ରମେଶଙ୍କ ଦାୟିତ୍ୱ ଥିଲା ।
ଯେହେତୁ ସିଏ one man ହୋଇଥିଲେ, ଦଳ ତାଙ୍କ ଉପରେ ଭରସା କରୁଥିଲା ତେଣୁ ସିଏ କ୍ରସ ଭୋଟିଙ୍ଗ କରିବାକୁ ଡରିଲେ ନାହିଁ । ସଂଗଠନ ଥିଲେ ନିଶ୍ଚିନ୍ତ ଡରିଥାନ୍ତେ । ଗୋଟିଏ ରମେଶ ଜେନା ନୁହେଁ ଗଞ୍ଜାମ ହଜାରେ ରମେଶ ଜେନା ଆସିବେ । ସମସ୍ତେ ଦେଖିବେ ଗଞ୍ଜାମରେ କଂଗ୍ରେସ କେମିତି ମଝଭୁତ ହେଵ ବୋଲି ପିସିସ ସଭାପତି ସ୍ପଷ୍ଟ କରି କହିଛନ୍ତି ।
-
ଚାଲିପାରୁନି ବିଧାନସଭା, ଦିନ ୧ଟା ଯାଏଁ ଗୃହ ମୁଲତବି -
ଗୃହ ମଧ୍ୟ ଭାଗରେ ବିରୋଧୀ ସଦସ୍ୟଙ୍କ ହୋହଲ୍ଲା ଓ ନାରାବାଜି,ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ୫ଦିନ ଝଡ଼ବର୍ଷା, ସତର୍କ ସୂଚନା ଜାରି -
ଟ୍ରଷ୍ଟ ଗଠନ ନେଇ ସ୍ପଷ୍ଟୀକରଣ ରଖିଲେ ବିରୋଧୀଦଳ ନେତା ନବୀନ, କହିଲେ... -
ରାଜ୍ୟରେ ବଢିବ ଗ୍ରୀଷ୍ମ ପ୍ରବାହ, ଜାରି ହେଲା ହିଟ୍ୱେଭ୍ SOP -
ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ନନ୍ଦନକାନନରେ ଜନ୍ମ ନେଲା ଲମ୍ବା ଥଣ୍ଟିଆ ଶାଗୁଣା ଛୁଆ -
ମାର୍ଚ୍ଚ ସୁଦ୍ଧା ମାଲକାନଗିରିରୁ ଉଡ଼ିବ ବିମାନ -
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନନ୍ଦନକାନନ ଆଗୁଆ ପଦକ୍ଷେପ: ଲଗାଯିବ କୁଲର ଓ ଫ୍ୟାନ -
ମୟୁରଭଞ୍ଜ ଘୂର୍ଣ୍ଣିଝଡ଼; ସୁପରିଚାଳନା ନିଶ୍ଚିତ କରିବା ସହ ବିପର୍ଯ୍ୟୟରେ ପ୍ରଭାବିତ ୯ଟି ଗାଁକୁ ୯ଜଣ ଅଧିକାରୀଙ୍କୁ ଦାୟିତ୍ୱ -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
ଗହୀରମଥାରେ ଅଲିଭରିଡଲେଙ୍କ ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ, ସମୁଦ୍ର କୂଳରେ ସୁରକ୍ଷା ବ୍ୟବସ୍ଥା











Click it and Unblock the Notifications