ରାଜ୍ୟସଭା ନିର୍ବାଚନ: ପାରାଦୀପ ଗଲେ ସମସ୍ତ ବିଜେପି ବିଧାୟକ
ପାରାଦୀପ ଗଲେ ବିଜେପି ବିଧାୟକ । ସବୁ ଦଳକୁ ଘାରିଛି କ୍ରସ ଭୋଟିଂ ଭୟ । ୩ ବସରେ ରାଜ୍ୟ କାର୍ଯ୍ୟାଳୟରୁ ବାହାରି ପାରଦୀପରେ ପହଞ୍ଚିଛନ୍ତି ୭୦ରୁ ଅଧିକ ବିଧାୟକ । ରାଜ୍ୟସଭା ନିର୍ବାଚନ ପୂର୍ବରୁ ନିଜ ନିଜ ଦଳର ବିଧାୟକଙ୍କୁ ଏକଜୁଟ କରିବାକୁ ପ୍ରୟାସ ଜାରି ରହିଛି । ଓଡ଼ିଶାରେ ଆରମ୍ଭ ହୋଇଥିବା ରିସର୍ଟ ପଲିଟିକ୍ସରେ କଂଗ୍ରେସ ପରେ ସାମିଲ ହୋଇଛି ବିଜେପି ।













Click it and Unblock the Notifications