ରାଜ୍ୟସଭା ନିର୍ବାଚନ ଭୋଟିଂ: ପାରାଦୀପ ଛାଡିଲେ ବିଜେପି ବିଧାୟକ
ରାଜ୍ୟସଭା ନିର୍ବାଚନର ମତଦାନକୁ ଆଉମାତ୍ର କିଛି ଘଣ୍ଟା ବାକି ଅଛି । ଗୋଟିଏ ଆସନକୁ ନେଇ ରାଜ୍ୟ ରାଜନୀତି ଏବେ ଉଠୁଛି ପଡ଼ୁଛି । ତିନିଟି ଯାକ ରାଜନୈତିକ ଦଳର ଶୀର୍ଷ ସ୍ତରରେ ରଣନୀତି ପ୍ରସ୍ତୁତି ଚାଲିଛି । ବିଧାୟକମାନଙ୍କୁ ଏକଜୁଟ୍ କରି ରଖିବା ଦୁଇ ମୁଖ୍ୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ପାଇଁ କାଠିକର ପାଠ ହୋଇଗଲାଣି । ନିର୍ଦ୍ଦିଷ୍ଟ କିଛି ବିଧାୟକ ଦୁଇ ଦଳର ଟେନସନ୍ ବଢ଼ାଇ ଦେଇଛନ୍ତି ।
ସେପଟେ ପାରାଦୀପରେ ଥିବା ବିଜେପି ବିଧାୟକମାନେ ପାରାଦୀପରୁ ବାହାରି ଭୁବନେଶ୍ବରରେ ଅଭିମୁଖେ ବାହାରିଛନ୍ତି । ଭୁବନେଶ୍ବରରେ ପହଂଚିବା ପରେ ବିଧାନସଭା ଯାଇ ଭୋଟ ଦେବେ । ଦୁଇ ଦିନ ଧରି ପାରାଦୀପରେ ଏକ ହୋଟେଲରେ ଥିଲେ ବିଜେପିର ୭୦ରୁ ଅଧିକ ବିଧାୟକ । କ୍ରସ ଭୋଟିଂ ଭୟ ଭିତରେ ପାରାଦୀପ ଯାଇଥିଲେ ବିଧାୟକ । ୩ଟି ସ୍ବତନ୍ତ୍ର ବସରେ ରାଜ୍ୟ କାର୍ଯ୍ୟାଳୟରୁ ସିଧା ପାରାଦୀପ ଯାଇଥିଲେ ବିଧାୟକ । ରାଜ୍ୟସଭା ନିର୍ବାଚନ ପୂର୍ବରୁ ନିଜ ନିଜ ଦଳର ବିଧାୟକଙ୍କୁ ଏକଜୁଟ କରିବାକୁ ପ୍ରୟାସ ଜାରି ରହିଛି ।

More From
-
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ -
ଏଥର ପ୍ରଚଣ୍ଡ ହେବ ଗୁଷ୍ମ ପ୍ରବାହ, ୪୦ ଛୁଇଁବ ପାରଦ -
ଡିଜିପିଙ୍କ ନିକଟରେ ୧୧ ମାଓବାଦୀଙ୍କ ଆତ୍ମସମର୍ପଣ -
ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ , ଜାଣନ୍ତୁ କାହାର କିଏ ? -
ଦାଶରଥୀ ଗମାଙ୍ଗଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା PCC ଶୃଙ୍ଖଳା କମିଟି -
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ , ଯାତାୟାତ ବନ୍ଦ ପାଇଁ ସୂଚନା ଦେଲେ ପୁରୀ ଏସ୍ପି -
ଆଜି ନବୀନଙ୍କ ବଡ଼ ବୈଠକ, ରାଜ୍ୟସଭା ନିର୍ବାଚନ ପାଇଁ ପ୍ରସ୍ତୁତି -
ଦୋକାନରେ ଶୋଇଥିବା ବେଳେ ବାପପୁଅ ଜୀବନ୍ତ ଦଗ୍ଧ,ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ -
ବର୍ଷା ସମ୍ଭାବନା, ଦିନ ତାପମାତ୍ରା ୩ ରୁ ୫ ଡିଗ୍ରୀ କମିବା ନେଇ ଆକଳନ -
ରାଜ୍ୟସଭା ନିର୍ବାଚନ: ପାରାଦୀପ ଗଲେ ସମସ୍ତ ବିଜେପି ବିଧାୟକ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ଦେଶ୍ୟାବ୍ୟାପି ଅତ୍ୟାବଶ୍ୟକୀୟ ସେବା ଲାଗି ନିରବଚ୍ଛିନ୍ନ ଇନ୍ଧନ ଯୋଗାଣ ସୁନିଶ୍ଚିତ କଲେ ସରକାର











Click it and Unblock the Notifications