Get Updates
Get notified of breaking news, exclusive insights, and must-see stories!

ବିଜୟ ମହାପାତ୍ରଙ୍କ ଘରେ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟ

ବିଜୟ ମହାପାତ୍ରଙ୍କ ଘରେ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟ । ଏନେଇ ସୂଚନା ଦେଲେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର । ପାରିବାରିକ ସମ୍ପର୍କ ପାଇଁ ହୋଲି ଶୁଭେଚ୍ଛା ଜଣାଇବାକୁ ଆସିଥିଲେ ।

Dilip Ray

ରାଜନୈତିକ କିମ୍ବା ରାଜ୍ୟସଭା ନିର୍ବାଚନ ନେଇ ଆଲୋଚନା ହୋଇନାହିଁ । ୪ରୁ ୫ ହେଲା, ୬ବି ହୋଇପାରେ କହିଲେ ଅରବିନ୍ଦ ମହାପାତ୍ର । ଦିଲ୍ଲୀପ ରାୟ ଯୋଗ୍ୟ ପ୍ରାର୍ଥୀ, ୪୦ ବର୍ଷର ଅଭିଜ୍ଞତା ରହିଛି କହିଛନ୍ତି, ଅରବିନ୍ଦ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+