ଧର୍ମେନ୍ଦ୍ରଙ୍କୁ ନେଇ ବଡ ଘୋଷଣା କଲେ ରାଜନାଥ

ରେଢାଖୋଲରେ ପ୍ରତିରକ୍ଷା ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରାଜନାଥ ସିଂହଙ୍କ ପ୍ରଚାର । ଦଳର ଲୋକସଭା ପ୍ରାର୍ଥୀ ତଥା ଧର୍ମେନ୍ଦ୍ର ପ୍ରଧାନଙ୍କ ସଂପର୍କରେ ବଡ ଇସାରା ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । କହିଲେ ବୁଝିବା ଲୋକଙ୍କୁ ଇସାରା ହିଁ ଯଥେଷ୍ଟ । ସମ୍ବଲପୁର କେବଳ ସାଂସଦ ବାଛୁ ନାହିଁ, ବରଂ ବଡ ଦାୟିତ୍ୱ ଦେବାକୁ ଯାଉଛି ।

rajnath singh

ରେଢାଖୋଲରେ ପ୍ରଚାର ବେଳେ ସମ୍ବଲପୁର ଲୋକସଭା ଅଧୀନରେ ଥିବା ସମସ୍ତ ବିଧାୟକ ପ୍ରାର୍ଥୀ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୋଟ୍ ଦେବାକୁ ଅପିଲ କରିଛନ୍ତି ରାଜନାଥ ସିଂହ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+