ରାଜଗାଙ୍ଗପୁର ସିମେଣ୍ଟ ପ୍ଲାଣ୍ଟ ଅଘଟଣ: ୨ ମୃତଦେହ ଉଦ୍ଧାର
Odisha News: ରାଜଗାଙ୍ଗପୁର ସିମେଣ୍ଟ ପ୍ଲାଣ୍ଟରେ କୋଇଲା ହପର୍ ଭୁଶୁଡିବା ଘଟଣା । ଭଗ୍ନାବଶେଷ ତଳୁ ମିଳିଲା ୨ ଶ୍ରମିକଙ୍କ ମୃତଦେହ । ୩୬ ଘଣ୍ଟା ପରେ ୨ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ବର୍ତ୍ତମାନ ସୁଦ୍ଧା ୨ ମୃତକଙ୍କ ପରିଚୟ ମିଳିନାହିଁ । ସେହିପରି ଆଉ ଜଣେ ଶ୍ରମିକଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳି ନାହିଁ । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।













Click it and Unblock the Notifications