ଆସନ୍ତାକାଲିଠାରୁ ଖସିବ ତାପମାତ୍ରା, ଆଗାମୀ ୭ ଦିନ ଯାଏ ରାଜ୍ୟରେ ଜାରି ରହିବ ବର୍ଷା

ଆସନ୍ତାକାଲିଠାରୁ ଖସିବ ତାପମାତ୍ରା । କମିବ ଗୁଳୁଗୁଳି । ଆଗାମୀ ୭ ଦିନ ଯାଏ ଜାରି ରହିବ ବର୍ଷା । ୨ରୁ ୩ ଡିଗ୍ରି ଯାଏ ଖସିବ ତାପମାତ୍ରା । କାରଣ ରାଜ୍ୟକୁ ଫେରୁଛି ମୌସୁମୀ ଜନିତ ବର୍ଷା । ଆସନ୍ତା ୧୪ ତାରିଖ ପରେ ରାଜ୍ୟର ଅନେକ ଜିଲ୍ଲାରେ ମୌସୁମୀ ଜନିତ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।

rain in odisha

ଆଗାମୀ ୪ ଦିନ ଯାଏ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ହେବା ନେଇ ସତର୍କତା ଅବଲମ୍ବନ ପାଇଁ ସୂଚନା ଦେଇଛି ଆଂଚଳିକ ପାଣିପାଗ ବିଭାଗ । ସେପଟେ ଗତ ୨୪ ଘଣ୍ଟା ଭିତରେ କାଳ ବୈଶାଖୀ ବର୍ଷା ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+