Odisha Weather: ଟ୍ୱିନସିଟିରେ ବର୍ଷା, ଆସନ୍ତା ୩ ଦିନରେ ବଦଳିବ ପାଗ

Odisha Weather: ପଶ୍ଚିମାଝଡ଼ ପ୍ରଭାବରେ ଟ୍ୱିନ୍ ସିଟି ସମେତେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କୋହଲା ପାଗ ସହ ଝିପିଝିପି ବର୍ଷା ହେଉଛି । ସେହିପରି କୁହୁ଼ଡ଼ି ମଧ୍ୟ ଆସ୍ତରଣ ଦେଖିବାକୁ ମିଳିଛି । ସେହିପରି ଆଜି ଉପକୂଳ ଓଡ଼ିଶା ଓ ଆଭିନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ନେଇ ପୁର୍ବାନୁମାନ କରାଯାଇଛି । ରାଜ୍ୟରେ ପାରଦ ଆହୁରି ୩ରୁ ୫ ଡିଗ୍ରୀ ସେଲସିୟସ୍ କମିପାରେ ।

Odisha Weather
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+