ରେଳ ମାନଚିତ୍ରରେ ଯୋଡ଼ି ହେଲା ସୋନପୁର; ଗଡ଼ିଲା ପୁରୀ-ସୋନପୁର-ପୁରୀ ଏକ୍ସପ୍ରେସ, ପତାକା ଦେଖାଇ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ଦେଶର ରେଳ ମାନଚିତ୍ରରେ ଯୋଡ଼ି ହେଲା ସୋନପୁର । ଗଡ଼ିଲା ପୁରୀ-ସୋନପୁର-ପୁରୀ ଏକ୍ସପ୍ରେସ । ପତାକା ଦେଖାଇ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି । ସମ୍ବଲପୁର ରେଳ ଷ୍ଟେସନର ରୂପାନ୍ତରଣ ପ୍ରକଳ୍ପ କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦିତ ହୋଇଛି । ନରେନ୍ଦ୍ର ମୋଦି ସମ୍ବଲପୁର ଗସ୍ତ ଅବସରରେ ଏହାର ଶିଳାନ୍ୟାସ କରିଛନ୍ତି ।ସୋନପୁର ମାଟି ପ୍ରଥମଥର ପାଇଁ ଯାତ୍ରୀବାହୀ ଟ୍ରେନ ଦେଖିଛି ।

raillway to sonepur

ସମ୍ବଲପୁର-ତାଳଚେର ପର୍ଯ୍ୟନ୍ତ ୧୫୩୯ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ୨୬୮ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଦୁଇଥାକିଆ ରେଳପଥ ଲୋକାର୍ପଣ, ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ସୋନପୁର-ଜାତର୍ଭା ମଧ୍ୟରେ ୨୧.୭ କିଲୋମିଟର ଦୈର୍ଘ୍ୟ ରେଳପଥ ଲୋକାର୍ପଣ ସହିତ ଏହି ରେଳପଥରେ ପ୍ରଥମ ରେଳସେବା ସ୍ୱରୂପ ପୁରୀ-ବଲାଙ୍ଗୀର ମଧ୍ୟରେ ଏକ ସାପ୍ତାହିକ ଯାତ୍ରିବାହୀ ଟ୍ରେନ୍ ଚଳାଚଳର ଶୁଭାରମ୍ଭ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+