ଦ୍ୱିତୀୟ ଦିନରେ ସ୍ୱର୍ଗତ ନବ ଦାସଙ୍କ ଭାଙ୍କ ଘରେ ରେଡ୍
Odisha News: ଆଜି ବି ସ୍ୱର୍ଗତ ନବ ଦାସଙ୍କ ଭାଇଙ୍କ ଘରେ ଚଢାଉ ଜାରି ରହିଛି । ସମ୍ବଲପୁର ସ୍ଥିତ ଘର ଓ ଅଫିସରେ ଆୟକର ଟିମ୍ ରେଡ୍ କରାଯାଉଛି । ସେହିପରି ବ୍ରଜ ଦାସଙ୍କ ସମ୍ପର୍କରେ ଥିବା ୭ ଜଣ ଠିକାଦାରଙ୍କ ଘରେ ମଧ୍ୟ ରେଡ୍ ଜାରି ଜାରି ରହିଛି । ସୂଚନା ଅନୁସାରେ, ଗତକାଲି ୪୪ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା ଆୟକର ବିଭାଗ ।













Click it and Unblock the Notifications