Get Updates
Get notified of breaking news, exclusive insights, and must-see stories!

ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ରେଡ୍, ବିବାଦରେ ଭାଇ ଅନୁପ୍ରାସ୍

Anuprash Mohanty: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଘରେ ରେଡ୍ । ଅନୁଭବଙ୍କ ଭାଇ ଅନୁପ୍ରାସ ମହାନ୍ତି କଟକ ଗଣ୍ତରପୁର ଅର୍ବାନ କୋପରଟିଭ୍ ବ୍ୟାଙ୍କରୁ ଋଣ ନେଇ ସୁଝିନପାରିବାରୁ ଆଜି କଟକ ଖାନନଗର ସ୍ଥିତ ଅନୁପ୍ରସାଙ୍କ ଘରେ ପହଞ୍ଚିଛି ବ୍ୟାଙ୍କ ରିକଭରି ଟିମ୍ ।

Anubhav Mohanty

ସୂଚନା ଅନୁସାରେ, ଅନୁଭବଙ୍କ ଭାଇ ଅନୁପ୍ରାସ ମହାନ୍ତି ଗଣ୍ତରପୁର ଅର୍ବାନ କୋପରଟିଭ୍ ବ୍ୟାଙ୍କରୁ ଋଣ ଆଣିଥିଲେ । ହେଲେ ସଠିକ୍ ସମୟରେ ସେ ଏହାକୁ ସୁଝି ପାରି ନଥିଲେ । ଏନେଇ ଅନୁପ୍ରାସଙ୍କୁ ପୂର୍ବରୁ ନୋଟିସ୍ ମଧ୍ୟ ପଠାଯାଇଥିଲା । ହେଲେ ସେ ଏହାକୁ ଅଣଦେଖା କରିଥିଲେ । ଯାହା ପରେ ଆଜି ଖାନନଗର ସ୍ଥିତ ଭଡ଼ା ଘରେ ବ୍ୟାଙ୍କ ପକ୍ଷରୁ ଚଢାଉ କରାଯାଇଛି ।


ତେବେ ବ୍ୟାଙ୍କ ଅଧିକାରୀଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଅନୁପ୍ରାସ ମହାନ୍ତି ଉକ୍ତ ବ୍ୟାଙ୍କରୁ ଋଣ ନେଇଛନ୍ତି ହେଲେ ଏହାକୁ ସଠିକ୍ ସମୟରେ ସେ ସୁଝିପାରି ନାହାଁନ୍ତି । ବ୍ୟକ୍ତିଗତ କାରଣ ଯୋଗୁ ସେ ଏହି ଋଣ ସୁଝି ପାରି ନାହାଁନ୍ତି ବୋଲି କୁହାଯାଉଛି । ତେବେ ସେ ବ୍ୟାଙ୍କରୁ କେତେ ଟଙ୍କା ଋଣ ନେଉଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+