ସୌମ୍ୟାଶ୍ରୀ ମୃତ୍ୟୁକୁ ନେଇ ରାହୁଲଙ୍କ କ୍ଷୋଭ ; ଏହା ଆତ୍ମହତ୍ୟା ନୁହେଁ, ବ୍ୟବସ୍ଥା ଦ୍ବାରା ସଂଗଠିତ ହତ୍ୟା
ସୌମ୍ୟାଶ୍ରୀ ମୃତ୍ୟୁକୁ ନେଇ ରାହୁଲ ଗାନ୍ଧିଙ୍କ କ୍ଷୋଭ। ଏହା ଆତ୍ମହତ୍ୟା ନୁହେଁ, ବ୍ୟବସ୍ଥା ଦ୍ବାରା ସଂଗଠିତ ହତ୍ୟା କହିଲେ ରାହୁଲ। ଯୌନ ଶୋଷଣ ବିରୋଧରେ ସାହାସୀ ଝିଅ ସ୍ବର ଉଠାଇଲେ । କିନ୍ତୁ ନ୍ୟାୟ ପରିବର୍ତ୍ତେ ତାଙ୍କୁ ଧମକ ଦିଆଗଲା, ଅପମାନିତ କରାଗଲା।

ନିରୀହ ଝିଅକୁ ଆତ୍ମାହୁତି ପାଇଁ ବାଧ୍ୟ କରାଗଲା । ଆଜି ଦେଶର ଝିଅମାନଙ୍କୁ ସୁରକ୍ଷା ଓ ନ୍ୟାୟ ଦରକାର ବୋଲି କହିଲେ ରାହୁଲ।












Click it and Unblock the Notifications