ରାଜନୀତିରୁ ସନ୍ନ୍ୟାସ ନେଲେ ରଘୁ ନନ୍ଦନ, କହିଲେ ବିଜେଡି ପ୍ରତି ରହିବ ଆନୁଗତ୍ୟ
ରାଜନୀତିରୁ ସନ୍ନ୍ୟାସ ନେଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ BJD ନେତା ରଘୁନନ୍ଦନ ଦାସ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ରଘୁନନ୍ଦନ । ସେ କହିଛନ୍ତି, ଟିକେଟ୍ ମିଳିଲାନି ବୋଲି ଅସନ୍ତୋଷ ନାହିଁ । ଅସନ୍ତୋଷ ଥିଲେ ବିଦ୍ରୋହ କରିଥାନ୍ତି, ଆଉ ବାଲିକୁଦାରେ ବିଜେଡି ହାରିଥାନ୍ତା । ସ୍ୱାସ୍ଥ୍ୟଗତ କାରଣରୁ ରାଜନୀତିରେ ସକ୍ରିୟ ନାହିଁ ।

ଧରି ନିଅନ୍ତୁ ଯେ, ମୁଁ ରାଜନୀତିରୁ ଅବସର ନେଇଗଲି । ହେଲେ ବିଜେଡି ପ୍ରତି ମୋ ଆନୁଗତ୍ୟ ରହିବ । ବ୍ୟକ୍ତିଗତ କାରଣରୁ ନବୀନ ନିବାସ ଆସିଥିଲେ ବୋଲି ରଘୁନନ୍ଦନ କହିଛନ୍ତି ।












Click it and Unblock the Notifications