ସ୍କୁଲ କଲେଜ ପାଇଁ ଖୁବଶୀଘ୍ର ଗାଇଡଲାଇନ; ଟାଣ ଖରାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଗାଇଡ୍ ଲାଇନ

ଖରା ପାଇଁ ଆସିବ ଗାଇଡଲାଇନ । ସ୍କୁଲ କଲେଜ ପାଇଁ ଖୁବଶୀଘ୍ର ଗାଇଡଲାଇନ ଆସୁଛି । ଟାଣ ଖରାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଗାଇଡ୍ ଲାଇନ ଆସିବ । ଦିନେ ଦୁଇ ଦିନ ମଧ୍ୟରେ ଗାଇଡ୍ ଲାଇନ ଆସିବ ବୋଲି ସୂଚନା ରହିଛି । ଏ ନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

ସେ କହିଛନ୍ତି ଯେ, ରାଜ୍ୟବାସିଙ୍କ ପାଇଁ ବି ଗାଇଡଲାଇନ ଜାରି କରାଯିବ। ମାର୍ଚ୍ଚ ଆରମ୍ଭରୁ ମୁଣ୍ଡ ଫଟା ଖରା। ଏବେଠୁ ୪୦ ଡିଗ୍ରୀ ମୁହାଁ ତାତି। ଅସ୍ତବ୍ୟସ୍ତ ଜନ ଜୀବନ। ଘରୁ ବାହାରିବାକୁ ବି ଲାଗୁଛି ଡର। ଆଗକୁ କେଉଁ ପରିସ୍ଥିତି ହେବ ଚିନ୍ତାରେ ଲୋକେ। ଟାଇଁ ଟାଇଁ ଖରାକୁ ଉପରମୁହାଁ ପାରଦ।

Specific guidelines for summer

ଯେଉଁ ସମୟରେ ଖରା ଆରମ୍ଭ ହେବା କଥା ସେହି ସମୟରେ ୩୮ ଡିଗ୍ରୀ ଉପରେ ତାପମାତ୍ରା। ଯଦି ଦେଖିବା କାଲି ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା ବୌଦ୍ଧ। ୩୮.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+