ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା
Puri News: ନୂଆ ବର୍ଷରୁ ଶ୍ରୀମନ୍ଦିରରେ ହେବ ଧାଡ଼ି ଦର୍ଶନ । ୨୭ ରୁ ୨୮ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା କ୍ରିୟାନୁୟନ ହେବ । ସେହିପରି ଡିସେମ୍ବର ୩୦ରୁ ୩୧ ତାରିଖରେ ପରୀକ୍ଷା ମୂଳକ ଭାବେ ଧାଡ଼ି ଦର୍ଶନ କରାଯିବ । ଏନେଇ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

ସେହିପରି ସାତ ପାହଚ ଦ୍ୱାର ଦେଇ ପ୍ରେବଶ କରିବେ ଘଣ୍ଟି ଏବଂ ଗାରବ ଦ୍ୱାରରେ ପ୍ରସ୍ଥାନ କରିବେ ଭକ୍ତ । ଘଣ୍ଟି ଦ୍ୱାରରେ ମହିଳା ଏବଂ ବରିଷ୍ଠ ନାଗରିକ ମାନେ ପ୍ରସ୍ଥାନ କରିବାର ବ୍ୟବସ୍ଥା କରାଯିବ ଏବଂ ଗାରବ ଦ୍ୱାରରେ ପୁରୁଷମାନେ ପ୍ରସ୍ଥାନ କରିବା ନେଇ ସୂଚନା ରହିଛି ।
ସୂଚନା ଅନୁସାରେ, ଆଜି ସକାଳେ ସେକ୍ଟର ୩ ଛକ ନିକଟରେ ମାରାଥନ୍ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗୁଳି ମାଡ଼ ହୋଇଥିଲା । ଏହି ଗୁଳିକାଣ୍ତରେ ଜଣେ ଯୁବକଙ୍କ ପିଠିରେ ଗୁଳି ବାଜିଥିବା ନେଇ ସୂଚନା ରହିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆଇଜିଏଚ୍ରେ ଭର୍ତ୍ତି କରାଯାଇଛି।












Click it and Unblock the Notifications