ଯୁକ୍ତ ଦୁଇ ପରୀକ୍ଷା ପାଇଁ ହବକୁ ଗଲା ପ୍ରଶ୍ନ ପତ୍ର
Odisha News: ଆଜି ପରୀକ୍ଷା ହବକୁ ଗଲା ଯୁକ୍ତ ୨ ପରୀକ୍ଷା ପ୍ରଶ୍ନ ପତ୍ର । ଚଳିତ ବର୍ଷ ୨୦୫ ପରୀକ୍ଷା ହବ ହୋଇଛି । ଆସନ୍ତା ୧୮ ତାରିଖରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବ ଯେଉଁଥି ପାଇଁ ପ୍ରସ୍ତୁତି ଆରମ୍ଭ ଆରମ୍ଭ ହୋଇଯାଇଛି । ୧୦ଟି ରୁଟ୍ ଦେଇ ପରୀକ୍ଷା ପ୍ରଶ୍ନପତ୍ର କଡ଼ା ସୁରକ୍ଷା ବ୍ୟବସ୍ଥା ଦେଇ ପରୀକ୍ଷା ହବକୁ ଯାଇଥିବା ନେଇ ସୂଚନା ରହିଛି ।

ଚଳିତବର୍ଷ ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଆଜି ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ଅଧିନରେ ଆସୁଥିବା ପରୀକ୍ଷା ହବକୁ ପ୍ରଶ୍ନପତ୍ର ଯାଇଛି ।












Click it and Unblock the Notifications