ପୁରୀ ପୌର ସଂସ୍ଥାକୁ ଚିଠି କଲେ ଶ୍ରୀମନ୍ଦିର ପ୍ରଶାସନ; ଶରଧାବାଲି ପବିତ୍ରତା ବଜାୟ ରଖିବାକୁ ଅନୁରୋଧ
ପୁରୀ ପୌର ସଂସ୍ଥାକୁ ଚିଠି କଲେ ଶ୍ରୀମନ୍ଦିର ପ୍ରଶାସନ । ଶରଧାବାଲି ପବିତ୍ରତା ବଜାୟ ରଖିବାକୁ ଅନୁରୋଧ । ସମ୍ବେଦନଶୀଳ ପ୍ରସଙ୍ଗରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ପରମର୍ଶ। ରଥଯାତ୍ରା ସହ ପବିତ୍ର ଶରଧାବାଲିର ଅନେକ ଗୁରୁତ୍ବ ରହିଛି।
ଶରଧାବାଲିକୁ ଅନ୍ୟ କାର୍ଯ୍ୟ ପାଇଁ ବ୍ୟବହାର କରାନଯାଉ। ସୁରକ୍ଷା ତଥା ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଯାଉ।













Click it and Unblock the Notifications