ରତ୍ନଭଣ୍ଡାର ଭିତରେ ଅସୁସ୍ଥ ହେଲେ ପୁରୀ ଏସପି ପିନାକ ମିଶ୍ର

ଆଜି ଖୋଲିଛି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର। ଏହାରି ଭିତରେ ରତ୍ନ ଭଣ୍ଡାର ଭିତରୁ ଆସିଲା ବଡ ଖବର । ରତ୍ନଭଣ୍ଡାର ନିକଟରେ ଅସୁସ୍ଥ ହୋଇପଡିଲେ ପୁରୀ ଏସପି ପିନାକ ମିଶ୍ର । ରତ୍ନଭଣ୍ଡାର ନିକଟରେ ଚେତା ହରାଇଲେ ପୁରୀ ଏସପି । ଭିତରେ ଏସପିଙ୍କୁ ଚିକିତ୍ସା କରୁଛନ୍ତି ଡାକ୍ତର ।

ratn bhandar

ସେବାୟତ ଦେଉଥିବା ସୂଚନା ଆଧାରରେ, ରତ୍ନଭଣ୍ଡାରର ଦ୍ୱିତୀୟ କବାଟ ଖୋଲିବା ପରେ ଅଳନ୍ଧୁ ସଫା କରିବା ପାଇଁ ଭିତରକୁ ଝାଡୁ ଯାଇଥିଲା । ଝାଡୁ ଦ୍ୱାରା ଅଳନ୍ଧୁକୁ ସଫା କରାଯାଉଛି । ଆଉ ଏହାରି ଭିତରେ ପୁରୀ ଏସପି ରତ୍ନଭଣ୍ଡାର ନିକଟରେ ଅଚେତ ହୋଇପଡିବା ଭୟ ବଢାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+