ଶ୍ରୀମନ୍ଦିର ଭିତରେ ସହାୟକଙ୍କ ମୁଣ୍ଡକୁ କୁଡୁଆରେ ଛେଚିଲେ ସେବାୟତ
ଆଜି ଶ୍ରୀମନ୍ଦିର ଭିତରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣେ ସହାୟକଙ୍କ ମୁଣ୍ଡକୁ କୁଡୁଆ ଛେଚି ଦେଇଛନ୍ତି ସେବାୟତ ।
ପୁରୀ: ଜଗା ଦ୍ବାରାରେ ଏମିତି ଅନ୍ୟାୟ । ଆଜି ଶ୍ରୀମନ୍ଦିର ଭିତରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣେ ସହାୟକଙ୍କ ମୁଣ୍ଡକୁ କୁଡୁଆ ଛେଚି ଦେଇଛନ୍ତି ସେବାୟତ । ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ପଡିତଙ୍କ ନାମ ଦାମୋଦର ଗୋଛିକାର ।

ସୂଚନାଯୋଗ୍ୟ ଯେ, ଜଣେ ସୁଆର ସେବାୟତ ଉତ୍ତର ଦ୍ବାର ଦେଇ କୁଡୁଆ ନେଇ ଶ୍ରୀମନ୍ଦିର ଭିତରକୁ ଯାଉଥିଲେ । ସେହି ସମୟରେ ମନ୍ଦିର ଭିତରକୁ ଦକ୍ଷିଣ ଦ୍ବାର ବାଟ ଦେଇ କୁଡୁଆ ନେବା ପାଇଁ ଦାମୋଦର କହିଥିଲେ। ତେବେ ଏଥିରେ ଉତକ୍ଷିପ୍ତ ହୋଇ ସୁଆର ଦାମୋଦରଙ୍କ ମୁଣ୍ଡରେ କୁଡୁଆ ଛେଚି ଦେଇଥିବା ଅଭିଯୋଗ ହୋଇଛି ।
ଏନେଇ ଦାମୋଦର ସିଂହଦ୍ବାର ଥାନାରେ ଲିଭିତ ଅଭିଯୋଗ କରିଥିବା ବେଳେ ଆକ୍ରମଣକାରୀ ସେବାୟତଙ୍କ ପୋଲିସ ଧରିବାରେ ସକ୍ଷମ ହୋଇନାହିଁ।
More From
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ












Click it and Unblock the Notifications