ଗୁଣ୍ଡିଚା ମନ୍ଦିରରୁ ଆସିଲା ଆଜ୍ଞାମାଳ

ଗୁଣ୍ତିଚା ମନ୍ଦିରରୁ ଆଜ୍ଞାମାଳ ଆସି ରଥରେ ଏହାକୁ ଲଗି କରାଯାଇସରିଛି

ପୁରୀ:ଆଜିଠୁ ଆରମ୍ଭ ହେବ ବାହୁଡାଯାତ୍ରାର ପ୍ରସ୍ତୁତୀ । ଜୁଲାଇ ୮ ଅପରାହ୍ନ ୪ରୁ ବନ୍ଦ ହେବ ଭକ୍ତଙ୍କ ଦର୍ଶନ । ଦର୍ଶନ ବନ୍ଦ କରାଯାଇ ବାହୁଡା ନୀତି ସାରିବାର ନିଷ୍ପତ୍ତି ନିଆଯାଇଛି । ତେବେ ଏଥର ସୁନାବେଶରେ କଡାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା । ପ୍ରଥମ ଥର ପାଇଁ ରଥ ଉପରେ ଠାକୁରଙ୍କ ଦୁଇ ପାର୍ଶ୍ୱରେ ପାଇପ୍ ଲଗାଯିବ ।

PURI

ଅନ୍ୟପଟେ ଗୁଣ୍ତିଚା ମନ୍ଦିରରୁ ଆଜ୍ଞାମାଳ ଆସି ରଥରେ ଏହାକୁ ଲଗି କରାଯାଇସରିଛି । ଆଉ ମାତ୍ର କିଛି ସମୟ ପରେ ତିନି ରଥକୁ ଦକ୍ଷିଣମୋଡ଼ କରାଯିବ । ପ୍ରଥମେ ଦେବୀ ଶୁଭଦ୍ରାଙ୍କ ରଥକୁ ଦକ୍ଷିଣମୋଡ଼ କରାଯିବା ,ଏହା ପରେ ଶ୍ରୀବଳଭଦ୍ରଙ୍କ ରଥକୁ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ରଥ ନାକଚଣା ଦ୍ୱାର ଅଭିମୁଖେ ଗଡିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+