ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କର ବୟାନ୍ ରେକର୍ଡ କଲା ପୁରୀ ପୁଲିସ
ପୁରୀ ଜିଲ୍ଲା ବଳଙ୍ଗା ପୀଡ଼ିତାଙ୍କର ଦିଲ୍ଲୀ ଏମ୍ସରେ ବୟାନ୍ ରେକର୍ଡ କରିଛି ପୁରୀ ପୁଲିସ। କେସ୍ ର ତଦନ୍ତକାରୀ ଅଧିକାରୀଙ୍କ ସହ ବଳଙ୍ଗା ଥାନା ଅଧିକାରୀ ଏବଂ ଜଣେ ମହିଳା ଡିଏସପି ପୀଡ଼ିତାର ବୟାନ ରେକର୍ଡ କରିଛନ୍ତି।

ତେବେ ଦିଲ୍ଲୀର ସ୍ଥାନୀୟ କୋର୍ଟଙ୍କ ନିର୍ଦ୍ଦେଶରେ ଜଣେ ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରାଯିବ। ଏହାପରେ ସମଗ୍ର ଘଟଣା ପଛର କାରଣ ବିଷୟରେ ପୁଲିସ ପକ୍ଷରୁ ସାର୍ବଜନୀନ କରାଯିବ ବୋଲି ପୁରୀ ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି।












Click it and Unblock the Notifications