ଖୋଲିଲା ରତ୍ନଭଣ୍ଡାର, ବାହାର ରତ୍ନଭଣ୍ଡାରରେ ପ୍ରବେଶ କଲେ ଟିମ୍
ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଦୀର୍ଘ ୪୬ ବର୍ଷ ପରେ ଆଜି ଖୋଲିଛି ରତ୍ନଭଣ୍ଡାର। ରବିବାର ଅପରାହ୍ନ ୧ଟା ୨୮ରେ ଶୁଭମୁହୂର୍ତ୍ତରେ ଖୋଲିଛି ରତ୍ନଭଣ୍ଡାର। ପୂର୍ବରୁ ସମୟ ନିର୍ଦ୍ଧାରିତ ହୋଇଥିବା ବେଳେ ଠିକ୍ ସମୟରେ ଖୋଲିଛି ରତ୍ନଭଣ୍ଡାର।

ସମୟ ଅନୁସାରେ ବାହାର ରତ୍ନଭଣ୍ଡାରରେ ପ୍ରବେଶ କଲେ ଟିମ୍ । ଲୋକନାଥଙ୍କୁ ପୂଜା କରି ପ୍ରବେସ କଲେ ଟିମ୍ । ଭିତର ରତ୍ନଭଣ୍ଡାର ଚାବି ଫିଟାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ସ୍ୱତନ୍ତ୍ର ପୋଷାକରେ ଭଣ୍ଡାର ଭିତରକୁ ଯାଇଛନ୍ତି ଟିମ୍ ।












Click it and Unblock the Notifications