ଶ୍ରୀମନ୍ଦିରେ ଅଘଟଣ; ମହାପ୍ରଭୁଙ୍କ ହେଲା ମହାସ୍ନାନ
ଦୁର୍ଗାପୂଜାରେ ଅଘଟଣ। ଶ୍ରୀମନ୍ଦିର କଳାହାଟ ଦ୍ୱାର ନିକଟରେ ପଡ଼ିଲା ରକ୍ତଛିଟା। ଏହାକୁ ନେଇ ଶନିବାର ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ କରାଯାଇଛି। ଏହାକୁ ନେଇ ଅପରାହ୍ନରେ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିଛି।

ସୂଚନାନୁଯାୟୀ, ଶ୍ରୀମନ୍ଦିରରେ ଜଣେ କର୍ମଚାରୀଙ୍କ ହାତ ଚାପି ହୋଇଯାଇଥିଲା। ଫଳରେ ରକ୍ତସ୍ରାବ ହୋଇଥିଲା। ଏହାପରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି।












Click it and Unblock the Notifications