Get Updates
Get notified of breaking news, exclusive insights, and must-see stories!

ଜନ୍ମ ଦେବୀରେ ନୀଳାଖେଳା ସାରି ବାହୁଡ଼ି ଯାଉଛନ୍ତି ମହାବାହୁ

ପୁରୀ: ବାଜିଲା ଘଣ୍ଟ । ଡାହୁକ ଦେଲା ଡାକ । ଗଡିଲା ନନ୍ଦିଘୋଷ । ଜନ୍ମ ଦେବୀରେ ଲିଳାଖେଳା ସାରି ରତ୍ନବେଦୀକୁ ବାହୁଡ଼ି ଯାଉଛନ୍ତି ମହାବାହୁ ।

ପ୍ରଥମେ ତାଳଧ୍ୱଜ ରଥ ମଝିରେ ହଳଦୀ ମୁହିଁ ମା ଶୁଭଦ୍ରା ଓ ଶେଷରେ ଯାଉଛନ୍ତି ନିଜେ ମହାପ୍ରଭୁ । ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଆରମ୍ଭ ହୋଇଛି ରଥ ଟଣା । ପ୍ରଶାସନ ଠାରୁ ଆରମ୍ଭ କରି ସେବାୟତ ଯାଏଁ, ସମସ୍ତେ ରଥକୁ ଟାଣିଟାଣି ବଡ଼ ଦାଣ୍ଡକୁ ନେଇଯାଉଛନ୍ତି ।

Bahuda Yatra 2023

ତେବେ ବାହୁଡା ଯାତ୍ରାର ନିର୍ଘଣ୍ଟ ନୀତି ଅନୁଯାୟୀ ସକାଳ ଆଠଟାରୁ ଆରମ୍ଭ ହୋଇଥିଲା ପହଣ୍ଡି ଯାତ୍ରା । ପରମ୍ପରା ଅନୁଯାୟୀ ସମସ୍ତ ନୀତି ସୁଙ୍ଖଳିତ ଭାବେ ଶେଷ ହୋଇଛି । ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ବଡ ଠାକୁର ଶ୍ରୀବଳଭଦ୍ରଙ୍କ ରଥ ତାଳଧ୍ୱଜ ରଥ ପ୍ରଥମେ ଟଣା ହୋଇଥିଲା ବେଳେ ପଛେ ପଛେ ଗଡି ଚାଲିଛି ହଳଦୀମୁହିଁ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ । ପୂର୍ବରୁ ସ୍ଥିରୀକୃତ ହୋଇଥିବା ସମୟରେ ରଥଟଣା ଆରମ୍ଭ ହୋଇଥାନ୍ତା । କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସବୁ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଶୃଙ୍ଖଳିତ ଭାବେ ଶେଷ ହୋଇ ରଥଟଣା ଆରମ୍ଭ ହୋଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+