ନୂଆବର୍ଷରେ ଆତ୍ମହତ୍ୟା କଲେ ପିଜି ଛାତ୍ରୀ

ନୂଆବର୍ଷରେ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ । ନୂଆବର୍ଷର ପ୍ରଥମ ଦିନରେ ଚରମ ପଦକ୍ଷେପ ନେଇଛନ୍ତି ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଛାତ୍ରୀ । ବିଶ୍ୱବିଦ୍ୟାଳୟର ପରିସରରେ ଥିବା ଛାତ୍ରୀ ନିବାସରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।

ପୁରୀ: ନୂଆବର୍ଷରେ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ । ନୂଆବର୍ଷର ପ୍ରଥମ ଦିନରେ ଚରମ ପଦକ୍ଷେପ ନେଇଛନ୍ତି ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଛାତ୍ରୀ । ବିଶ୍ୱବିଦ୍ୟାଳୟର ପରିସରରେ ଥିବା ଛାତ୍ରୀ ନିବାସରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।

Jagannath Sanskrit University

ଆତ୍ମହତ୍ୟା କରିଥିବା ଛାତ୍ରୀ ଜଣଙ୍କ ହେଉଛନ୍ତି ବେଦାନ୍ତ ବିଭାଗର ଛାତ୍ରୀ ପ୍ରଜ୍ଞା ପାରମିତା ପରିଡ଼ା । ତାଙ୍କ ଘର କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ। ଗତକାଲି ରାତି ପ୍ରାୟ ୧୧/୧୨ଟା ପରେ ଏହି ଘଟଣା ଘଟିଛି।

ଛାତ୍ରୀ ନିବାସର ସୁପରିଣ୍ଟେଣ୍ଡେଣ୍ଟ୍ ଓ ୱାର୍ଡେନଙ୍କ ସୂଚନା ଅନୁଯାୟୀ ବେଶ୍ କିଛି ଦିନ ହେବ ପ୍ରଜ୍ଞା ପାରମିତା ପରିଡ଼ା ଚିନ୍ତିତ ଜଣା ପଡୁଥିଲେ। ଛୁଟି ଥିବାରୁ ଅନ୍ୟ ଛାତ୍ରୀମାନେ ଘରକୁ ଯାଇଥିଲେ ହିଁ ପ୍ରଜ୍ଞା ହଷ୍ଟେଲରେ ଥିଲେ । ସେ ହଷ୍ଟେଲରେ ସିଙ୍ଗଲ୍‌ ବେଡ୍ ଥିବା ଏକ ରୁମରେ ରହୁଥିଲେ।

ତେବେ କାହିଁକି ଆତ୍ମହତ୍ୟା କଲେ ପ୍ରଜ୍ଞା ପାରମିତା ? ଘଟଣା ସ୍ଥଳରେ ପୁରୀ ସି ବିଚ୍ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ତେବେ ଶବ ବ୍ୟବଚ୍ଛେଦ ପରେ ପୋଲିସର ତଦନ୍ତ ଆରମ୍ଭ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+