Get Updates
Get notified of breaking news, exclusive insights, and must-see stories!

ପୁରୀ ବଳଙ୍ଗା ପୀଡ଼ିତା ଦିଲ୍ଲୀ ଏମ୍ସରେ ଭର୍ତ୍ତି :ପୀଡ଼ିତାଙ୍କ ଅବସ୍ଥା ସଂକଟାପନ୍ନ!

ପୁରୀଜିଲ୍ଲା ବଳଙ୍ଗା ପୀଡ଼ିତା ଏମ୍ସ ଦିଲ୍ଲୀରେ ଭର୍ତ୍ତି ନେଇ ସୂଚନା ଜାରି ହୋଇଛି। ବଳଙ୍ଗା ପୀଡ଼ିତାଙ୍କୁ ଆଜି ଅପରାହ୍ନ ୪ଟା ୨୦ରେ ଏମ୍ସ ଦିଲ୍ଲୀରେ ଭର୍ତ୍ତି କରାଯାଇଛି। ତାଙ୍କର ୭୫% ଶରୀର ପୋଡ଼ିଯାଇଥିବା ସୂଚନା ରହିଛି। ତେଣୁ ପୀଡ଼ିତାଙ୍କର ଅବସ୍ଥା ଗୁରୁତର ରହିଛି। ସେ ଏବେ ଅକ୍ସିଜେନ୍‌ ସପୋର୍ଟରେ ରହିଛନ୍ତି। ଏମ୍ସ ‌ଆଇସିୟୁ ବର୍ଣ୍ଣ ୟୁନିଟ୍‌ ଓ ପ୍ଲାଷ୍ଟିକ ସର୍ଜରୀ ବ୍ଲକ୍‌ରେ ଚିକିତ୍ସା ଜ‌ାରି ରହିଛି। ଏକ ଡାକ୍ତରୀ ଟିମ୍‌ ତାଙ୍କର ସ୍ବାସ୍ଥ୍ୟାବସ୍ଥା ତଦାରଖ କରୁଛନ୍ତି।

ଡାକ୍ତରୀ ଟିମ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ୭୫% ଜଳି ଯାଇଥିବା ଜଣେ ରୋଗୀ ଆସିଛନ୍ତି। ଭୁବନେଶ୍ୱର ଏମସରୁ ଦିଲ୍ଲୀକୁ ଅଣାଯାଇଛି ବୋଲି ଦିଲ୍ଲୀ ଏମସର ହେଲ୍‌ଥ ବୁଲେଟିନରେ ପ୍ରକାଶ ପାଇଛି। ଏମ୍ସରେ ଚିକିତ୍ସାଧୀନ ଥିବା ବଳଙ୍ଗା ପୀଡିତାଙ୍କର ଆଜି ଏୟାରଲିଫ୍ଟ ହୋଇଥିଲା। ଭୁବନେଶ୍ୱର ଏମ୍ସରୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହୋଇଛନ୍ତି ପୀଡିତା। ସୂଚନାନୂସାରେ, ୧୯ ତାରିଖ ଅର୍ଥାତ୍ ଶନିବାର ସକାଳ ପ୍ରାୟ ୭ ଟାରୁ ୮ଟା ସମୟରେ ବଳଙ୍ଗାର ଜଣେ ନାବାଳିକା ଝିଅ ଗାଁର ନଦୀ ବନ୍ଧ ଦେଇ ସାଙ୍ଗ ଘରୁ ଫେରୁଥିଲେ।

Delhi AIIMS

ସାଙ୍ଗ ପାଖକୁ ବହି ଆଣିବାକୁ ଯାଇ ଫେରିବା ସମୟରେ ରାସ୍ତା ଉପରୁ ୩ ଜଣ ଅଜଣା ବ୍ୟକ୍ତି ଝିଅର ମୁହଁରେ ରୁମାଲ ଦେଇ ତାଙ୍କୁ ବେହୋସ୍ କରି ନଦୀ ପଠାକୁ ଉଠାଇ ନେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+