ବଗଲା ଧର୍ମଶାଲା ମାମଲା : 23 ପ୍ରତିପକ୍ଷଙ୍କୁ ହାଇକୋର୍ଟଙ୍କ ନୋଟିସ୍

ପୁରୀ ବଗଲା ଧର୍ମଶାଲା ମାମଲାରେ ଆଜି ହାଇକୋର୍ଟ 23 ଜଣ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ।

କଟକ : ପୁରୀ ବଗଲା ଧର୍ମଶାଲା ମାମଲାରେ ଆଜି ହାଇକୋର୍ଟ 23 ଜଣ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି । ଏଥିରେ 15 ଜଣ ସରକାରୀ ପ୍ରତିପକ୍ଷ ଓ 8 ଜଣ ଜମି କିଣିଥିବା ବ୍ୟକ୍ତି ଅଛନ୍ତି । ଅପରପକ୍ଷରେ ଏପର୍ଯ୍ୟନ୍ତ ଆବେଦନକାରୀଙ୍କ ନିକଟରୁ କୌଣସି ନୋଟିସ୍ ସରକାର ପାଇନାହାନ୍ତି ବୋଲି କହିଛନ୍ତି । ସରକାରଙ୍କୁ ଏନେଇ ତୁରନ୍ତ ଜଣାଇବାକୁ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଓଡିଶା ହାଇକୋର୍ଟ

ଆସନ୍ତା 26ରେ ପୁଣି ଏହି ମାମଲାର ପରବର୍ତ୍ତି ଶୁଣାଣୀ ହେବ । ଏଠାରେ ସୂଚନାଥାଉକି, ବଗଲା ଧର୍ମଶାଳା ମାମଲାରେ ପୂର୍ବରୁ ଦୁଇଟି ମାମଲା ଦାୟର ହୋଇଥିବା ବେଳେ ଆଉ ଏକ ନୂଆ ମାମଲା ଆବେଦନକାରୀ ଦାୟର କରିଛନ୍ତି । ଯେଉଁଥିରେ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+