ମନ୍ତ୍ରୀଙ୍କ ଘରେ ପୁଙ୍ଗନୁର ବ୍ରିଡର ବାଛୁରୀ, ଯାହାର ଦମ୍ ୮୦ ହଜାର !
ମନ୍ତ୍ରୀଙ୍କ ଘରେ ନୂଆ ଅତିଥି। ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସରକାରୀ ବାସଭବନରେ ଗୋମାତାଙ୍କ ଗୃହ ପ୍ରବେଶ ହୋଇଛି। ପବିତ୍ର ଗୋପାଷ୍ଟମୀ ଅବସରରେ ମନ୍ତ୍ରୀଙ୍କ ସରକାରୀ ବାସଭବନରେ ପାଳନ ହୋଇଛି ଏହି ନିଆରା ପରମ୍ପର। ଏ ନେଇ ଆନ୍ଧ୍ର ପ୍ରଦେଶର ଚିତୁରରୁ ସେଠାକାର ପାରମ୍ପରିକ ପୁଙ୍ଗନୁର ବ୍ରିଡର ଦୁଇଟି ବାଛୁରୀ ଅଣାଯାଇଛି ।













Click it and Unblock the Notifications