ବଢିଲା ହରଡ଼ ଡାଲି ଦର, କ୍ଵିଣ୍ଟାଲ ପିଛା ୫୦୦ ଟଙ୍କା ବୃଦ୍ଧି
ଭୁବନେଶ୍ୱର: ବଢିଲା ହରଡ଼ ଡାଲି ଦର । କ୍ଵିଣ୍ଟାଲ ପିଛା ୫୦୦ ଟଙ୍କା ବଢିଲା ହରଡ଼ ଡାଲି ଦର ।
ତେବେ ଏହି ଦର ବୃଦ୍ଧିକୁ ନିନ୍ଦା କରିଛି ରାଜ୍ୟ ବ୍ୟବସାୟୀ ମହାସଂଘ। ଓଡ଼ିଶା ବଜାରରେ ହରଡ଼ ଡାଲିର ପାଇକରି ଦର କିଲୋ ପିଛା ୧୧୦ ଟଙ୍କାରୁ ୧୨୮ ଟଙ୍କା ବିକ୍ରି ହେଉଥିଲା । ପୂର୍ବରୁ କିଲୋ ପିଛା ପାଇକରୀ ଦର ଥିଲା ୯୫ ଟଙ୍କାରୁ ୧୧୦ ଟଙ୍କା । ଚଳିତ ବର୍ଷ ହରଡ଼ ଡାଲି ଉତ୍ପାଦନ ୧୦ ପ୍ରତିଶତ କମ୍ ହୋଇଛି । ଏହାର ସୁଯୋଗ ନେଇ ଅସାଧୁ ଭାବେ କର୍ପୋରେଟ ମଲ୍ ମଲିକ ଡାଲି ହୋର୍ଡିଂ କରୁଛନ୍ତି ।

ସେମାନଙ୍କ ଉପରେ କିଛିବି ଅଙ୍କୁଶ ଲଗାଉ ନାହାନ୍ତି କେନ୍ଦ୍ର ସରକାର। ଫଳରେ ଅହେଉତୁକ ୧୫ ଦିନ ଭିତରେ ଡାଲି ଦର ବଢ଼ିଚାଲିଛି। ମାତ୍ର ୧୦ ପ୍ରତିଶତ ଉତ୍ପାଦନ କମ୍ ପାଇଁ ଦର ବୃଦ୍ଧି ଆବଶ୍ୟକତା ବା ଥିଲା ।
ତେବେ ଡାଲିର ମୁଦ୍ରାସ୍ଫୀତି ହାର ଏପ୍ରିଲ୍ ୨୦୨୨ ରେ -୦.୩୪ ପ୍ରତିଶତ ଥିଲା, ଯାହା ଏପ୍ରିଲ୍ ୨୦୨୩ ରେ ୫.୫୫ ପ୍ରତିଶତରେ ପହଞ୍ଚିଥିଲା । ମାର୍ଚ୍ଚ ୨୦୨୩ ରେ ଏହି ସଂଖ୍ୟା ୩.୦୩ ପ୍ରତିଶତ ଥିଲା । ସେହିଭଳି ଏପ୍ରିଲ୍ ୨୦୨୨ ରେ ଧାନର ମୁଦ୍ରାସ୍ଫୀତି ହାର ୧.୪୮ ପ୍ରତିଶତ ଥିଲା । ମାର୍ଚ୍ଚରେ ଏହି ହାର ୭.୭୫ ପ୍ରତିଶତ ଥିଲା ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ












Click it and Unblock the Notifications