ଡିଜି ପାହ୍ୟାକୁ ୨ ବରିଷ୍ଠ ଆଇପିଏସ୍‌ଙ୍କ ପଦୋନ୍ନତି; ଡିଜି ପାହ୍ୟାକୁ ଗଲେ ଲଲିତ, ସ୍ୱପ୍ନା

ଭୁବନେଶ୍ୱର: ଡିଜି ପାହ୍ୟାକୁ ଗଲେ ଲଲିତ, ସ୍ୱପ୍ନା । ଡିଜି ପାହ୍ୟାକୁ ୧୯୯୨ ବ୍ୟାଚ୍‌ର ୨ ବରିଷ୍ଠ ଆଇପିଏସ୍‌ଙ୍କ ପଦୋନ୍ନତି ହୋଇଛି । ବରିଷ୍ଠ ଆଇପିଏସ୍ ଲଲିତ ଦାସ ଓ ସ୍ୱପ୍ନା ତିୱାରୀ ଡିଜି ପାହ୍ୟାକୁ ଯାଇଛନ୍ତି । ଅନ୍ୟାଦେଶ ପର୍ଯ୍ୟନ୍ତ ଲଳିତ ତାଙ୍କ ପୂର୍ବ ସ୍ଥାନରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସ୍ୱପ୍ନା ତିୱାରୀ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ।

ips
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+