Get Updates
Get notified of breaking news, exclusive insights, and must-see stories!

ଆଇପିଏସ୍‌ ସ୍ତରରେ ପଦୋନ୍ନତି: ୫ ଆଇପିଏସ୍‌ଙ୍କ ଆଇଜି ପାହ୍ୟା, ୬ଜଣଙ୍କୁ ଡ଼ିଆଇଜି

ଭୁବନେଶ୍ୱର: ଆଇପିଏସ୍‌ ସ୍ତରରେ ବଡ ଧରଣର ଅଦଳବଦଳ ହୋଇଛି । ଆଇପିଏସ ସ୍ତରରେ ପଦୋନ୍ନତି ହୋଇଛି । ଆଇଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି ୫ ଆଇପିଏସ୍ । ୨୦୦୬ ବ୍ୟାଚ୍‌ର ୫ ଆଇପିଏସ୍‌ଙ୍କ ଆଇଜି ପାହ୍ୟାକୁ ପଦୋନ୍ନତି ହୋଇଛି । ଡିଆଇଜି ଅନୁପ ସାହୁ ଆଇଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ଆଇପିଏସ୍ ଅମ୍ରିତା ଦାଶ, ଅନିରୁଦ୍ଧ କୁମାର ସିଂହ, ଅନୁପ କ୍ରୀଷ୍ଣା ଓ ସୁଧା ସିଂହଙ୍କର ମଧ୍ୟ ଆଇଜି ପାହ୍ୟାକୁ ପଦୋନ୍ନତି ହୋଇଛି ।

ସେହିଭଳି ୨୦୧୦ ବ୍ୟାଚ୍‌ର ୬ ଆଇପିଏସ୍‌ଙ୍କ ଡିଆଇଜି ଭାବେ ପଦୋନ୍ନତି ହୋଇଛି । ଆଇପିଏସ୍ ମିତ୍ରଭାନୁ ମହାପାତ୍ର, ସାରା ଶର୍ମା, କନୱର ବିଶାଲ ସିଂ, ଆଶିଷ କୁମାର ସିଂହ, ପାରୁଲ ଗୁପ୍ତା, କେ. ଶିବା ସୁବ୍ରମଣିଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି । ଆଶିଷ, ପାରୁଲ ଓ ସୁବ୍ରମଣି ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ।

ips_level

ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୯ ବ୍ୟାଚ୍‌ ଆଇପିଏସ୍‌ ଘନଶ୍ୟାମ ଉପାଧ୍ୟାୟଙ୍କ ଏଡିଜି ପାହ୍ୟାକୁ ପଦୋନ୍ନତି ହୋଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+