ଓଡ଼ିଶାକୁ ୪ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି
Odisha News: ଓଡ଼ିଶାକୁ ୪ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି । ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ରାଜ୍ୟକୁ ଦେଇଛନ୍ତି ବଡ଼ ଉପହାର । ଉଦଘାଟନ ହେଲା ୪ ହଜାର କୋଟିର ପ୍ରକଳ୍ପ । ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ଗଡକରୀ । ୧୫୪ କିମି ଦୀର୍ଘ ୧୯ଟି ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ।













Click it and Unblock the Notifications